ରାଜ୍ୟରେ ରେକର୍ଡ ଭାଙ୍ଗୁଛି ମୃତ୍ୟୁ : ୨୪ ଘଣ୍ଟାରେ କରୋନା ନେଲା ୩୨ ମୁଣ୍ଡ

ତଥ୍ୟ ଲୁଚାଉଛନ୍ତି ସରକାର-ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ଟପିଲା, ସୁସ୍ଥ ହେଲେ ୬ଲକ୍ଷରୁ ଅଧିକ ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରରେ ରାଜ୍ୟ‌ରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ରେକର୍ଡ କରୁଛି କରୋନା ମୃତ୍ୟୁ। ପୂର୍ବରୁ ଏହା ୨୨-୨୪ ଭିତରେ ସୀମିତ ରହୁଥିବା ବେଳେ ଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। କରୋନାରେ ମୃତ୍ୟୁର ପ୍ରକୃତ ତଥ୍ୟକୁ ନେଇ … Continue reading ରାଜ୍ୟରେ ରେକର୍ଡ ଭାଙ୍ଗୁଛି ମୃତ୍ୟୁ : ୨୪ ଘଣ୍ଟାରେ କରୋନା ନେଲା ୩୨ ମୁଣ୍ଡ